ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀର 'ଆଂଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଅଧ୍ୟୟନ' ବିଭାଗ ଅଧୀନରେ ଛାତ୍ରଛାତ୍ରୀଙ୍କୁ ନୂତନ ଦିଗଦର୍ଶନ ଦେବାକୁ ଉକ୍ତ ବିଭାଗ ଖୋଲାଯାଇଛି। ଏହି ବିଭାଗ ଅଧୀନରେ ଓଡିଶାର ଆଦିବାସୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ବ ଦିଆଯିବା ସହିତ ବିଶେଷକରି ସାନ୍ତାଳ, ଲୋଧା ଓ ପାହାଡି ଖଡିଆ ସଂପ୍ରଦାୟର ସ୍ବତନ୍ତ୍ର ଅଧ୍ୟୟନ ମଧ୍ୟ ଏହି ବିଭାଗ ଅଧୀନରେ କରାଯାଏ। ଓଡ଼ିଶାର ଲୋକସାହିତ୍ୟ ଓ ସଂସ୍କୃତି, ଧର୍ମ, ଶ୍ରୀଜଗନ୍ନାଥ ସଂସ୍କୃତି, ଆଂଚଳିକ ଭାଷା ଓ ମନ୍ଦିର ସ୍ଥାପତ୍ୟ କଳା, ଐତିହ୍ୟ , ଓଷାବ୍ରତ ଓ ପର୍ବପର୍ବାଣୀ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାର ସୁବନ୍ଦୋବସ୍ତ କରାଯାଇଛି।
Staff designation
Staff designation
Staff designation
Staff designation
Staff designation
Staff designation
Staff designation
Staff designation
Staff designation