ଏକ ଭାଷା ଭିତ୍ତିକ ବିଶ୍ଵବିଦ୍ୟାଳୟଭାବେ, ଓଡ଼ିଆ ବିଶ୍ଵବିଦ୍ୟାଳୟ ଆଇନ, ୨୦୧୭ ଅଧୀନରେ “ଓଡ଼ିଆ ବିଶ୍ଵବିଦ୍ୟାଳୟ” ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀଠାରେ ମହାନ ପଞ୍ଚାସଖାଙ୍କ ବକୁଳ ବନ ପ୍ରାଙ୍ଗଣରେ ପ୍ରତିଷ୍ଠା ହୋଇଅଛି ଯାହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନ ଓ ପ୍ରଚାର ପ୍ରସାର ପାଇଁ ସମର୍ପିତ।